ଆଜି ଶ୍ରମିକ ଦିବସ: ଦୟନୀୟ ଅବସ୍ଥାରେ ଇଟାଭାଟି ଶ୍ରମିକ

ଅନିଶ୍ଚିତ ରୋଜଗାର, ମିଳୁନି ସର୍ବନିମ୍ନ ସୁବିଧା ଭୁବନେଶ୍ବର: ରବିବାର ଅନ୍ତର୍ଜାତୀୟ ଶ୍ରମିକ ଦିବସ। ପ୍ରତିବର୍ଷ ମେ’୧ରେ ବିଶ୍ବବ୍ୟାପୀ ଏହି ଦିବସ ପାଳିତ ହୁଏ। ଓଡ଼ିଶାରେ ବି ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ସଭା ସମିତିରେ ଅନେକ ଶ୍ରମିକ କଲ୍ୟାଣ ଯୋଜନା ବାବଦରେ ଘୋଷଣା କରାଯାଏ। ହେଲେ ପ୍ରକୃତରେ କେତେ କାର୍ଯ୍ୟକାରୀ ହୁଏ, ତା’ର ତଦାରଖ ହୋଇପାରେନାହିଁ। ଖୋଦ୍‌ ରାଜଧାନୀରେ ହଜା‌ର ହଜାର ଶ୍ରମିକ ଆଜି ବହୁ ମୌଳିକ … Continue reading ଆଜି ଶ୍ରମିକ ଦିବସ: ଦୟନୀୟ ଅବସ୍ଥାରେ ଇଟାଭାଟି ଶ୍ରମିକ